thoka line

ତ୍ରିସୀମାନା ପଥର ଠାରୁ ସଂଯୋଗ ହେଉଥିବା ମୌଜାର ସରହଦ ଯେଉଁ ସ୍ଥାନରେ ସଳଖ ଥିବ, ସେହି ଦିଗକୁ ଗୋଟିଏ ରେଖା ଟଣଯିବ ଓ ସେହି ରେଖାଟି   ତ୍ରିସୀମାନା ପଥର ଯାଏଁ ସିଧା ରହୁଥିବା । ଏପରି ରେଖାକୁ ଥୋକା ରେଖା କୁହାଯାଏ । 

Comments